ଡ୍ରଗ୍ସ ମାଫିଆ ରାଜା ଘରେ ଏସଟିଏଫ୍ ଟିମର ଚଢାଉ
ବାଲେଶ୍ୱର: କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ ରବିବାର ଦିନ ବାଲେଶ୍ୱର ସ୍ଥିତ ଅରଡ ବଜାରର ଗଳାପୋଲରେ ଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଘର ଉପରେ ଚଢାଉ କରିଛି ।
ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଟିଏଫର ଏହି ୫ ଜଣିଆ ଟିମ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ରାଜା ଘରେ ଚଢାଉ…