Latest Odisha News
Browsing Tag

kitchen tips

ମାଛ ରାନ୍ଧିବା ପରେ ମାଛ ବାସନା ଘରୁ ଯାଉନି? ଆପଣାନ୍ତୁ ଏହି ସହଜ ଉପାୟ ..

ଭୁବନେଶ୍ବର: ଆପଣ ମାଛ ଖାଇବାକୁ ଭଲ ପାଆନ୍ତି କି? ତାହେଲେ ଘରେ ମାଛ ରାନ୍ଧୁଥିବେ, ମାତ୍ର ମାଛ ରାନ୍ଧିବା ପରେ ତାର ବାସନା ଘରୁ ଯାଉନାହିଁ ଶୀଘ୍ର ସେଥିପାଇଁ ଟେନସନ ନେଉଛନ୍ତି କି । ତେବେ ଟେନସନ ନିଅନ୍ତୁ ନାହିଁ । କାରଣ ଆମେ ଆପଣଙ୍କୁ ସହଜ ଟିପ୍ସ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ…

ଘରେ ବନାନ୍ତୁ ଶୁଦ୍ଧ ‘ସମ୍ବର ମସଲା’

ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ 'ସମ୍ବର ମସଲା'। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର .. ସାମଗ୍ରୀ- ୩୦ ଭୃସଙ୍ଗ ପତ୍ର ୪ ଚାମଚ ଗୋଟା ଧନିଆ ୧…

ଘରର ଏହି ଦିଗରେ କରନ୍ତୁ ରୋଷେଇ ଘର ନହେଲେ ଭୋଗିବେ ବାସ୍ତୁ ଦୋଷ

ଭୁବନେଶ୍ବର: ଘର ତିଆରି କରିବା ସମୟରେ ବାସ୍ତୁ ନିୟମକୁ ମନେ ରଖିବା ଅତ୍ୟନ୍ତ ଜରୁରୀ | ବିଶେଷକରି ରୋଷେଇ ଘର | କାରଣ ରୋଷେଇ ଘର କୌଣସି ଘରର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଯଦି ଆପଣ ରୋଷେଇ ଘର ସମ୍ବନ୍ଧୀୟ ନିୟମକୁ ଅଣଦେଖା କରନ୍ତି,…

ଖାଇବାରେ ଲୁଣ ଅଧିକ ହୋଇଗଲେ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର: ତରତର ହୋଇ ରାନ୍ଧିଲାବେଳେ ବେଳେବେଳେ ଖାଇବାରେ ଲୁଣ ଅଧିକ ହୋଇଯାଏ । ସେତେବେଳେ ପୂରା ଖାଇବା ତ ଫୋପାଡି ପାରିବା ନାହିଁ, କିଛି ଏମିତି ଉପାୟ ଅଛି ଯାହା ଦ୍ବାରା ଲୁଣ ପରିମାଣ ଠିକ୍ ହୋଇଯିବ । –ତରକାରୀରେ ଲୁଣର ମାତ୍ରା କମ୍‌ କରିବା ପାଇଁ ସେଥିରେ କିଛି ଲେମ୍ବୁରସ୍‌ ଓ…

ଘରୋଇ ଉପାୟରେ ବାସନକୁସନକୁ କରନ୍ତୁ ଚକ୍‌ଚକ୍‌

ଭୁବନେଶ୍ବର: ଚକ୍‌ଚକ୍ ବାସନ ରୋଷେଇଘରର ଶୋଭା ବଢାଇଥାଏ । ରୋଷେଇ କଲାବେଳେ ଅସବାଧାନବତା ଯୋଗୁଁ କଢେଇ,ହାଣ୍ଡି ଜଳିଯାଏ । ସେହି ଦାଗ ଛଡାଇବାକୁ ସମୟ ନଷ୍ଟ ହେବା ସହ ମହଙ୍ଗା ଡିଟରଜେଣ୍‌ଟ୍ ବ୍ୟବହାର କରୁ । କିନ୍ତୁ ଆମ ନିତିଦିନିଆ ଘରୋଇ ସାମଗ୍ରୀରୁ ଏଭଳିଆ ଜିଦି ଦାଗକୁ ଆରାମରେ ଛଡାଇ ପାରିବା …

ରୋଷେଇ ବେଳେ ପ୍ରେସର କୁକର କାମ ନକଲେ ଆପଣାନ୍ତୁ ଏହି ଟିପ୍ସ !

ଓଡିଶା ସମ୍ୱାଦ ବ୍ୟୁରୋ: ସମସ୍ତଙ୍କ ରୋଷେଇ ଘରେ ପ୍ରେସର କୁକର ଏକ ଗୁରୁତ୍ୱପୂର୍ଣ୍ଣ ରୋଷେଇ ପାତ୍ର। ଏହା ବିନା ଅନେକ ରେସିପି ତିଆରି କରିବା କଷ୍ଟକର। ପ୍ରେସର କୁକର ଗ୍ୟାସ୍ ଏବଂ ସମୟକୁ ବହୁ ପରିମାଣରେ ସଞ୍ଚୟ କରିଥାଏ। କିନ୍ତୁ ପ୍ରାୟ ସମୟରେ ଦେଖାଯାଏ ପ୍ରେସର କୁକରରେ ରୋଷେଇ କରୁଥିବା ବେଳେ…