Latest Odisha News

BREAKING NEWS

Browsing Tag

Koraput Police

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ପଇଡ଼ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି । ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ନନ୍ଦପୁର ଥାନା ପୋଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ଲକ ଛକରେ ଚେକିଂ ବେଳେ ପଇଡ଼ ବୋଝେଇ…

ଜେଲରେ ଅଚାନକ ରେଡ୍: ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ

ଜୟପୁର(କୋରାପୁଟ): ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ଉପକାରାଗାରରେ ପୋଲିସର ଅତର୍କିତ ଚଢ଼ାଉ । ଆଜି ଭୋର ୪ଟା ବେଳେ ଅଚାନକ ଜେଲ ଭିତରେ ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସପି । ଚଢ଼ାଉ ବେଳେ ଜେଲ ଭିତରୁ ଟଙ୍କା, ମୋବାଇଲ୍ ଫୋନ୍,…

ଗଞ୍ଜେଇ ମାଫିଆଙ୍କ ଚାଲ୍ ମାନିବାକୁ ପଡ଼ିବ, ବାଲି ବୋଝେଇ ଟିପରରୁ ବସ୍ତା ବସ୍ତା ଗଞ୍ଜେଇ ଜବତ

କୋରାପୁଟ: ଉପରେ ବାଲି, ଭିତରେ ଗଞ୍ଜେଇ । ବାଲି ବୋଝେଇ ଟିପରରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ମାତିଛନ୍ତି ମାଫିଆ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଏଭଳି ଫନ୍ଦି ଫିକର କରୁଛନ୍ତି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ବାଲି ବୋଝେଇ ଟିପରରୁ ଗଞ୍ଜେଇ ଜବତ କରିଛି ପାଡୁଆ ଥାନା ପୋଲିସ ।…

୩ ଲକ୍ଷ ଟଙ୍କାର ପୁଳା ପୁଳା ନକଲି ନୋଟ୍ ଜବତ, ଜଣେ ଗିରଫ

କୋରାପୁଟ: କ୍ରାଇମବ୍ରାଞ୍ଚ ଝଞୠ କବଜାରେ ଜାଲ୍ ନୋଟ୍ ରାକେଟ । କୋରାପୁଟ ଜିଲ୍ଲା ସୁନାବେଡ଼ା ବସ୍‌ଷ୍ଟାଣ୍ଡରୁ ଜାଲ ନୋଟ୍ ଜବତ । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ବିଡ଼ା ବିଡ଼ା ଜାଲ ନୋଟ୍ ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଅନାମ…

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…