Latest Odisha News

BREAKING NEWS

Browsing Tag

Koun Banega Karodpati

ଷ୍ଟେଜରେ ଆଣ୍ଠେଇ ପଡ଼ି କୁନି ପ୍ରତିଯୋଗୀଙ୍କୁ ଜୋତା ପିନ୍ଧାଇଲେ ଅମିତାଭ

ମୁମ୍ବାଇ: ଆଜି ବି ବଲିଉଡରେ ରହିଛି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦବଦବା । ରିଲ ଲାଇଫରେ ମେଗାଷ୍ଟାର ଅମିତାଭ ବଚ୍ଚନ ଯେତିକି ସାଧାସିଧା ରିଅଲ ଲାଇଫରେ ସେତିକି ଅମାୟିକ । କୌନ ବନେଗା କରୋଡପତିରେ ବିଗ ବି ଓ କଣ୍ଟେଷ୍ଟାଣ୍ଟଙ୍କ ସହ ତାଙ୍କର ଥଟ୍ଟା ମସ୍ତି ଦର୍ଶକଙ୍କ ମନକୁ ଛୁଇଁଛି ।…

ମହିଳା ଆଇପିଏସ୍ ଅଫିସର ବନିଲେ କେବିସି ୧୨ ସିଜନର ଦ୍ୱିତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ ସିଜନ୧୨ର ଦ୍ୱିତୀୟ କୋଟିପତି ବନିଲେ ମହିଳା ଆଇପିଏସ୍ ଅଫିସର ମୋହିତା ଶର୍ମା । ଏନେଇ ଶୋ’ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି । ପ୍ରତିଯୋଗୀ ମୋହିତା ଶର୍ମା ଖୁବ୍ ଭାବିଚିନ୍ତି ଖେଳୁଥିବା ବେଳେ ସେ ୧କୋଟି ଜିତିଥିବା ନେଇ…

୧୪ବର୍ଷ ବୟସରେ କେବିସି ଜୁନିଅରରେ ହୋଇଥିଲେ କୋଟିପତି ଏବେ ଆଇପିଏସ୍

ଭୁବନେଶ୍ୱର : ୨୦୦୧ରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କୌନ ବନେଗା କରୋଡପତି ଜୁନିଅରରେ ୧୪ ବର୍ଷ ବୟସରେ ସେ ବିଜେତା ହୋଇ କୋଟିଏ ଟଙ୍କା ଜିତି ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବିଗ୍ ବିଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସି ସେ ସମସ୍ତ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଏବେ ପ୍ରାୟ ୨୦…