Latest Odisha News

BREAKING NEWS

Browsing Tag

KUNAL KAMRA

ମୋଦିଙ୍କୁ କରୁଥିଲେ ଟ୍ରଲ୍, ହୀନ ରାଜନୀତି କହି କୁନାଲଙ୍କୁ ଝାଡ଼ିଦେଲେ ପ୍ରଶଂସକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଟ୍ରଲ୍ କରିବାକୁ ଯାଇ ନିଜେ ଟ୍ରଲ୍ ହେଇଯାଇଛନ୍ତି କମେଡିଆନ କୁନାଲ କାମ୍ରା । ଖାଲି ଟ୍ରଲ୍ ତ ନୁହେଁ େଋାଷ ମିଶା ମଜା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଗସ୍ତ ସମୟରେ ଶିଶୁ ପ୍ରଶଂସକ ଜଣେ ‘ହେ ଜନ୍ମଭୂମି ଭାରତ’ ଦେଶାତ୍ମବୋଧ…

ଜୋକ୍‌କୁ ସତ ବୋଲି ଭାବନ୍ତୁନି :କୁନାଲ କାମ୍‌ରା

ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍‌ରା କହିଛନ୍ତି, ଜୋକ୍‌କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍‌ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍‌ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା…