Latest Odisha News

BREAKING NEWS

Browsing Tag

Ladakh Standoff

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର…

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି । ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା…

ସୀମା ଟେନସନ୍: ଭାରତ-ଚୀନ ମଧ୍ୟରେ ୧୫ ଘଣ୍ଟା ଆଲୋଚନା

ନୂଆଦିଲ୍ଲୀ: ଚୀନକୁ ଭୋରତର ରୋକଠୋକ କଥା । ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହର କର । ନହେଲେ ଉତ୍ତେଜନା ହ୍ରାସ ହେବନି । ସୀମାରେ ଶାନ୍ତି ଫେରିବା ନେଇ ଗତକାଲି ଭାରତ-ଚୀନ ମଧ୍ୟରେ ବସିଥିଲା କର୍ପସ କମାଣ୍ଡରରସ୍ତରୀୟ ଆଲୋଚନା । ସେଠାରେ ଚୀନକୁ ଏଭଳି ରୋକଠୋକ କଥା…

ଭାରତ ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର, ଯେଉଁଠାରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ: ଚିଦାମ୍ବରମ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଚିଡମ୍ବରମ କହିଛନ୍ତି, ଭାରତ ହେଉଛି ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର ଯେଉଁଠାରେ କୌଣସି ପ୍ରଶ୍ନ ପଚରାଯାଏ ନାହିଁ, କୌଣସି ବିତର୍କ ହୁଏ ନାହିଁ । ଲୋକସଭାରେ ଲଦାଖ ଷ୍ଟାଣ୍ଡଅଫ ପ୍ରସଙ୍ଗରେ ଦଳକୁ କହିବାକୁ ଅନୁମତି ନଦିଆଯିବା ପରେ ମଙ୍ଗଳବାର ଦିନ କଂଗ୍ରେସ…