ଆସୁଛି ଅମ୍ଳାନ୍ଙ୍କ “ଲାଗେ ପ୍ରେମ ନଜର”
ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ…