Latest Odisha News
Browsing Tag

Lalu prasad yadav

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ଲାଲୁ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଡ୍ୟୁଟି ବର୍ତ୍ତମାନ ବାଦ ଦିଆଯାଇଛି । ଲାଲୁଙ୍କୁ ବର୍ତ୍ତମାନ କେଲି ଡାଇରେକ୍ଟର୍ସ ବଙ୍ଗଳାରେ ରଖାଯାଇଛି । କିଛି ଦିନ ପୂର୍ବରୁ…

‘ଦେବଘର କୋଷାଗାର ମାମଲା’ରେ ଲାଲୁଙ୍କୁ ମିଳିଲା ଜାମିନ

ପାଟନା: ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଶୁକ୍ରବାର ଦିନ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଗୋଖାଦ୍ୟ…