ରିଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର, ସେୟାର କଲେ ଫଟୋ
ମୁମ୍ବାଇ: ସୁରସମ୍ରାଜ୍ଞୀ ତଥା ମହାନ ଗାୟିକା ଲତା ମଙ୍ଗେସକର ରିଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମନେ ପକାଇ ସେ ରିଷିଙ୍କ ଏକ ପିଲା ଦିନର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଲତା ମଙ୍ଗେସକର ଦୁଇଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟ୍ରେ ସେ…