ଏବେ ବି ଆଇସିୟୁରେ ଲତା ମଙ୍ଗେଶକର
ମୁମ୍ବାଇ: ଜାନୁଆରୀ ୮ରେ, ବଲିଉଡ୍ର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିଲେ।ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବି ଆଇସିୟୁରେ ଅଛନ୍ତି ବୋଲି ତାଙ୍କ…