Latest Odisha News

BREAKING NEWS

Browsing Tag

latest political news

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ…

ଚମ୍ପାଇ ସୋରେନଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ କଣ କହୁଛି ସମୀକରଣ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ବିହାର ପରେ ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଜମି ଦୁର୍ନିତୀ ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଏହି ସମୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଶାସକ ଇଣ୍ଡିଆ ମେଣ୍ଟ ସରକାର ଗଠନ ପାଇଁ ଦାବି…

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

ସକାଳେ ‘ହାତ’ ଛାଡ଼ିଲେ, ସନ୍ଧ୍ୟାରେ ଏକନାଥ ସିନ୍ଦେଙ୍କ ଧନୁତୀର ଧରିଲେ ମିଲିନ୍ଦ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଦେଇଥିବା ଭେଟେରାନ ନେତା ମିଲିନ୍ଦ ଦେଓରା ଶେଷରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶ୍ରୀ ଦେଓରା ଶିବସେନାରେ ଯୋଗ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା…

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି…