Latest Odisha News

BREAKING NEWS

Browsing Tag

Lawrence Bishnoi

ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଏହି ଗ୍ୟାଙ୍ଗଷ୍ଟର ଅଧିକ ଗୁଡଲୁକିଂ: ରାମ ଗୋପାଳ ବର୍ମା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଶଂସା କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ଷ୍ଟାରଙ୍କ ଅପେକ୍ଷା ଗ୍ୟାଙ୍ଗଷ୍ଟର ଲରେନ୍ସ ଅଧିକ ସୁନ୍ଦର ବୋଲି…

୧୦ ବର୍ଷରେ କାହାକୁ ବି ହତ୍ୟା କରିନି, ତଥାପି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରହିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ । ଏଥର ପଂଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ମାମଲାରେ ଲରେନ୍ସର ନାଁ ସାମ୍ନାକୁ ଆସିଛି । ଅନେକ ହୁଏ ତ ଜାଣିନଥିବେ ଯେ, ଭାରତର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର…

ସିଦ୍ଧୁ ମୁସେୱାଲା ହତ୍ୟା ପରେ ତିହାର କଏଦୀଙ୍କ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଯେଉଁ ସଂଗଠନ ସିଦ୍ଧୁଙ୍କୁ ହତ୍ୟା କରିଥିବା ଦାବି କରୁଛି । ସେହି ଅପରାଧ ସଂଗଠନର ଜଣେ କୁଖ୍ୟାତ ଅପରାଧୀର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ଅପରାଧୀ ଜଣକ…