ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ
ଲକ୍ଷ୍ମଣ ସାହୁ
ଭାରତୀୟଙ୍କ ଅହର୍ନିଶ ଅସୀମ ଲଢେ଼ଇ, ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଦିନେ ନା ଦିନେ ସ୍ୱାଧୀନତାର ସ୍ୱାଦ ଭରିଦେବ ଏକଥା କାହାକୁ ଅଛପା ନଥିଲା । ଜାତୀୟ ଦଳ ସମୂହର ରାଜନୈତିକ କୌଶଳଗତ କ୍ରିୟାକଳାପ ନହେଲେ ମଧ୍ୟ ଶ୍ରମଜୀବୀ ଜନଗଣଙ୍କ ବ୍ୟାପକ ଆନ୍ଦୋଳନ ଯୋଗୁଁ ଔପନିବେଶକ…