ଭରଣପୋଷଣ ପାଇଁ ମାଆଙ୍କଠୁ ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ
ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍…