ମହିଳାଙ୍କ ମନ ଜିଣିଛି ଏଲ୍ଆଇସି ବୀମା ସଖୀ ଯୋଜନା, ମାସକରେ ହେଲାଣି ପଚାଶ ହଜାର ପଞ୍ଜୀକରଣ
ନୂଆଦିଲ୍ଲୀ:ମାସକ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହିଳାମାନଙ୍କ ପାଇଁ ଏଲଆଇସି ବୀମା ସଖୀ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି ଏବଂ ଏହା ଏକ ହିଟ୍ ବୋଲି ପ୍ରମାଣିତ ହୋଇଛି । ସରକାରଙ୍କ ଏହି ଯୋଜନାକୁ ମହିଳାମାନେ ବହୁତ ପସନ୍ଦ କରୁଛନ୍ତି । ଏଥିପାଇଁ ଏକ…