ଭୁବନେଶ୍ୱର ରୁଚିକା ମାର୍କେଟରୁ ଗୁଜୁରାଟୀ ଦମ୍ପତ୍ତିଙ୍କୁ ଉଦ୍ଧାର କଲା ବିଏମସି
ଭୁବନେଶ୍ୱର: ଓଡିଶା ବୁଲିବାକୁ ଆସିଥିବା ବେଳେ ଲକ୍ ଡାଉନ ଯୋଗୁଁ ରାଜଧାନୀରେ ଫଶି ରହିଥିବା ଗୁଜୁରାଟୀ ଦମ୍ପତ୍ତି ଙ୍କୁ ଭୁବନେଶ୍ୱରର ରୁଚିକା ମାର୍କେଟରୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଉଦ୍ଧାର କରିଛି ।
ସୁରଟର ଜିତେନ୍ଦ୍ର ବାଲାଜୀ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ନେଇ ଗତ ୧୪…