Latest Odisha News

BREAKING NEWS

Browsing Tag

lock down 21days

ବାରିପଦାରେ ବାଇକ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା : ଲକ୍ ଡାଉନ ବେଳେ ସହରରେ ଭିଡ କମ କରିବା ଉଦ୍ଦେଶ୍ୟରେ ଆଜିଠାରୁ ବାଇକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ସବଡିଭିଜନରେ ବାଇକ ଚଲାଇବା ଉପରେ କଟକଣା ଲାଗିଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାର କହିଛନ୍ତି । ଲୋକେ ଚାଲିଚାଲି ନିଜ ଘର ପାଖ…

ଲକ୍ ଡାଉନ କଟକଣା : ଘରେ ଔଷଧ ପହଞ୍ଚାଇବ ରାଜଧାନୀର ୧୨୧ଟି ମେଡିସିନ ଷ୍ଟୋର

ଭୁବନେଶ୍ୱର: ଲକ୍ ଡାଉନ କଟକଣା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକେ କିପରି ଘରେ ସହଜରେ ଔଷଧ ପାଇପାରିବେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ସେଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହେଯାଗରେ ବିଏମସି…

ଲକ୍‌ଡାଉନରେ ଖାଁ ଖାଁ ଲାଗୁଛି ପୁରୀ ସ୍ୱର୍ଗଦ୍ୱାର; ହ୍ରାସ ପାଉଛି ଦୈନିକ ଶବଦାହ

ପୁରୀ: ଓଡ଼ିଶାରେ ଏବେ ଚାଲିଥିବା ଲକ୍‌ଡାଉନ୍ ଯୋଗୁଁ ପୁରୀ ସହର ଜନଶୂନ୍ୟ ହୋଇପଡ଼ିଛି । ଏହାସାଙ୍ଗକୁ ବେଳାଭୂମି ଓ ସ୍ୱର୍ଗଦ୍ୱାର ମଧ୍ୟ ଲକ୍‌ଡାଉନ୍ ପ୍ରଭାବରେ ଖାଁ ଖାଁ ଲାଗୁଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପୂର୍ବରୁ ସ୍ୱର୍ଗଦ୍ୱାରରେ ଦୈନିକ ୧୦୦ଟି ଶବଦାହ…

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…

ବଢିପାରେ ଲକ୍‌ଡାଉନ୍ ଅବଧି !

ନୂଆଦିଲ୍ଲୀ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କିଛି ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡ଼ାଉନ୍ ପରିସ୍ଥିତିର ଅବଧି ବଢିବା କିମ୍ବା…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ବେପରୁଆ ଉତ୍ତର ଦେଇ ଉପହସିତ ହେଲା ପଞ୍ଜାବ ପୋଲିସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶାସନ ମୁଖ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥାନ୍ତି । ସୋସିଆଲ୍ ମିଡିଆରେ ଆସିଥିବା ଏହିଭଳି ଏକ ସମସ୍ୟାର ସମାଧାନ ପାଇଁ…

ସାବଧାନ! ତିନି ମାସର ଇଏମ୍‌ଆଇ ଟାଳିବା ନିଷ୍ପତ୍ତି ପାଇଁ ଦେବାକୁ ପଡିପାରେ ଅଧିକ ଆଠ ମାସର କିସ୍ତି

ଭୁବନେଶ୍ୱର: କରୋନା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ରହିଥିଲା ଋଣକର୍ତ୍ତାଙ୍କ ପାଇଁ ତିନି ମାସର ଇଏମଆଇ ବା ମାସିକିଆ କିସ୍ତିକୁ ଟାଳିବାର ସୁଯୋଗ । ତେବେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କଗୁଡିକ ପକ୍ଷରୁ ଏ ସମ୍ପର୍କୀତ ବ୍ୟବସ୍ଥା ଓ ନିୟମାବଳୀ ଘୋଷଣା…

ମୁଖ୍ୟମନ୍ତ୍ରୀଙ୍କ ଉପଦେଶକୁ ମାନିଲେ ମନ୍ତ୍ରୀ, ପତ୍ନୀଙ୍କୁ ରୋଷେଇରେ କଲେ ସାହାଯ୍ୟ

ରୋଷେଇ ଘରେ ଗଣଶିକ୍ଷା ମନ୍ତ୍ରୀ । ଆଜି ମନ୍ତ୍ରୀ ସମୀର ଦାଶ ନିଜ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ପତ୍ନୀଙ୍କୁ ସହଯୋଗ କରିବାକୁ ଯାଇ ଭଜା ଭାଜୁଥିବାର ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ…

ଲକ୍ ଡାଉନ ନେଇ ଚିନ୍ତାରେ ନଟିଆ

ଏବେ କରୋନାକୁ ନେଇ ଚିନ୍ତାରେ ନଟିଆ । ଲକ୍ ଡାଉନ ଯୋଗୁଁ ସେ କବାଟ ଦେଇ ଘରେ ରହୁଛି । କିଏ ଘରକୁ ଆସିଲେ କବାଟ ଖୋଲିବାକୁ ରାଜି ନୁହେଁ । କେବଳ ସେତିକି ନୁହେଁ ଘରକୁ ଆସିଥିବା କକାଙ୍କୁ ଏକ ମିଟର ଦୂରରେ ରହିବାକୁ କହୁଛି । ଏପରିକି ତାଙ୍କୁ ଚା ବିସ୍କୁଟ ଖାଇବା ପୂର୍ବରୁ ହାତ କେମିତି ଧୋଇବା ତା…