ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ‘ଲକଡାଉନ ରେସିପି’ ବିଜେତା
ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଘୋଷଣା ହୋଇଛି www.odishasambad.in ଓ www.odishabytes.com ‘ଲକଡାଉନ ରେସିପି’ ବିଜେତାଙ୍କ ନାମ । ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ବାଜି ମାରିନେଇଛନ୍ତି । ତାଙ୍କ ପ୍ରସ୍ତୁତ ବ୍ୟଞ୍ଚନ ‘ମହନିକା’ ଓଡିଆ ଖାଦ୍ୟ ମହୁର ଓ କାନିକାକୁ ମିଶାଇ…