ଭଦ୍ରକ ସହର ସମ୍ପୂର୍ଣ୍ଣ ଲକ୍-ଡାଉନ୍; ଜନତା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ
ଭଦ୍ରକ: ସାରା ବିଶ୍ୱକୁ ଆତଙ୍କିତ ଅବସ୍ଥାରେ ରଖିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସଫଳତାର ସହିତ ପାଳନ କରୁଛନ୍ତି ଭଦ୍ରକ ସହରବାସୀ ।
ଆଜି ଭଦ୍ରକ ସହରରେ ଏହି ଜନତା କର୍ଫ୍ୟୁ ସହିତ…