Latest Odisha News

BREAKING NEWS

Browsing Tag

Lord Shree Jagannath

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶୀତ ଦାଉରୁ ରକ୍ଷାପାଇବେ ମହାପ୍ରଭୁ । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହେବାର ପରମ୍ପରା ରହିଛି ।…

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣାରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଆବାହକ ଜଗନ୍ନାଥ ସେନା

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଭାଇରାଲ ପ୍ରସଙ୍ଗ । ଗତ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫୋଟୋ ଓ ଭିଡିଓ ଭାଇରଲ ହୋଇଥିଲା । ବଙ୍ଗଳାଦେଶର ଆକାଶ ଚୌଧୁରୀ ନାମକ ୟୁଟୁବର ଏହି ଦର୍ଶନ ପାଇଁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ନୀତିର ଫୋଟୋ ନେବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ…