୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍
ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ୍ ସହ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର । ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ନୂଆ ଦର । ଫଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୯୨୬ରୁ ବଢ଼ି ୯୭୬ ଟଙ୍କା ହୋଇଛି ।
୨୦୨୧ ଅକ୍ଟୋବର ୬ ତାରିଖରେ ଦେଶରେ ଶେଷ ଥର…