Latest Odisha News

BREAKING NEWS

Browsing Tag

lpg cylinder

ଗ୍ୟାସରୁ ରାଜ୍ୟ ପାଉଥିବା ଅଂଶରୁ ସିଂହଭାଗ ଟଙ୍କା ଛାଡ଼ କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଜେଡି, ବିଜେପି ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ବିଜେଡି ଗ୍ୟାସ ଦର ବୃଦ୍ଧି ପାଇଁ ବିଜେପିକୁ ସମାଲୋଚନା କରିଛି । ଯାହାର ଜବାବ ଦେଇ ବିଜେପି କହିଛି, ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ…

ଗ୍ୟାସ୍ ଦର ବଢ଼ାଇ ପିଏମ୍ ମୋଦି ଚାହୁଁଛନ୍ତି କି ଲୋକେ ଚାଉଳ ନ ରାନ୍ଧି କଞ୍ଚା ଖାଆନ୍ତୁ ? :ବିଜେଡି

ଭୁବନେଶ୍ୱର: ଓଡ଼ିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ । ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡ଼ିଶାର ମାଆ ଏବଂ…

ଜଳଖିଆ ତିଆରି କଲାବେଳେ ଫାଟିଗଲା ସିଲିଣ୍ଡର; ଜଳିଗଲେ ପରିବାରର ୬ ସଦସ୍ୟ

ପାନିପତ: ସକାଳୁ ସକାଳୁ ଛାତି ଥରାଇ ଦେବା ପରି ଘଟଣା । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପାନିପତର ବିଚପାଡି ଗାଁରେ ଘଟିଛି ଏପରି…

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା…

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରୁ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଏହା ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬୩୭ ଟଙ୍କା ହୋଇଛି । ଏନଡ଼ିଟିଭିରେ ପ୍ରକାଶିତ…