ରାତି ୯ ଟାରୁ ସକାଳ ୫ଟା ଯାଏ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ
ଲୁଧିଆନା: କୋଭିଡ୍-୧୯ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଲୁଧିଆନା ଜିଲ୍ଲା ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତି ୯ ଟାରୁ ୫ ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛି।
ଲୁଧିଆନା ଡେପୁଟି କମିଶନର ଭରିନ୍ଦର ଶର୍ମା ସୂଚନା ଦେଇ କହିଛନ୍ତି, "ଆମେ ରାତି ୯ ଟାରୁ ସକାଳ ୫ ଟା…