Latest Odisha News

BREAKING NEWS

Browsing Tag

maa sarala

ମା’ଶାରଳା ପୀଠରେ ନବରାତ୍ରୀ ପୂଜା

ଜଗତସିଂହପୁର: ବିଭିନ୍ନ ଦେବୀ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା ।  ନବରାତ୍ରୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଛି ପାର୍ବଣ ପୂଜା । ମହାଷ୍ଟମୀ…

ମା ଶାରଳାଙ୍କ ପୀଠ; ଯେଉଁଠି ପୋୖରାଣିକ ସମୟରୁ ହେଉଛି ତନ୍ତ୍ର ସାଧନା

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ମା' ଶାରଳାଙ୍କ ପୀଠ। ପୌରାଣିକ ଯୁଗରୁ ଏଠାରେ ତନ୍ତ୍ର ସାଧନା ହେବାର ଲୋକକଥା ରହିଛି ଯାହା ଆଜିବି ଚାଲିଛି। ଓଡ଼ିଆ ମହାଭାରତରେ ବର୍ଣ୍ଣନା ଅନୁଯାୟୀ, ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ । ଚଣ୍ଡୀ…

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା' ସାରଲଙ୍କ ପୀଠ । ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ…