Latest Odisha News

BREAKING NEWS

Browsing Tag

maharastra govt

ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ: ସରକାରୀ ଅଫିସରେ ଜିନ୍ସ ମନା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଯାଇପାରିବେ ନାହିଁ । ସେକ୍ରେଟାରୀଏଟ୍ କିମ୍ବା ସରକାରୀ ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ଯିବାକୁ ବାରଣ କରାଯାଇଛି । ସରକାରୀ ଓ ଠିକା…

ଅର୍ଣ୍ଣବ ଗୋସ୍ୱାମୀ ମାମଲା: ବିରକ୍ତି ହେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାରଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା…

ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି । କଙ୍ଗନା ନିଜର ଏକ ଭିଡିଓ ସେୟାର…

କଙ୍ଗନାଙ୍କୁ ଘେରିଲା ଶିବସେନା, ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି । ଏହାପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ…