Latest Odisha News

BREAKING NEWS

କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ, ୩ ଦିନରେ ରିପୋର୍ଟ ଦିଅ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ  ।  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ତଥା ଏନସିପିସିଆର୍ । ୩ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

BjdElectrycity

ମାର୍କ ବଢ଼ାଇବା ଆଳରେ ଛାତ୍ରୀଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଯୌନ ଶୋଷଣ କରୁଥିବାର ଅଭିଯୋଗ ଥିଲା  । ଏହି ସ୍କୁଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ଭାବେ ଆସୁଥିବାର ଅଭିଯୋଗ ହୋଇଥିଲା।  ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ ସହିତ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ଜଣାଇବାକୁ କଳାହାଣ୍ଡି ଏସପିଙ୍କୁ ଏନସିପିସିଆର୍ କହିଛନ୍ତି। ସଂସ୍ଥାର ମୁଖ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ରିପୋର୍ଟ ମଗାଯାଇଛି  ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.