Latest Odisha News

BREAKING NEWS

Browsing Tag

Manoj Rath

କବିତା : ଗର୍ଭପାତ

ମନୋଜ ରଥ  ଗତ କାଲି ରୁନ୍ଧି ହେଇ ପଡ଼ୁଥିଲା ରାତି ପବନର ନଥିଲା ସୋର ଶବ୍ଦ ତାଳହୀନ ବୃକ୍ଷ ଡାଳ , ସନ୍ତପ୍ତ ବନସ୍ପତି ବିଶ୍ୱାସ ଦେହରୁ ଶୁଖି ଆସୁଥିଲା ରକ୍ତ ଅଠା ଅଠା ହୋଇ ଯାଉଥିଲା ମାଟିର ତଣ୍ଟି ରାତିର ଆଖିରେ ନଥିଲା ନିଦ ଗୁମ ସୁମ ମେଘ , ଆକାଶ ଅଣ ନିଃଶ୍ଵାସୀ ଯକ୍ଷ ଭୁଲି…

କରୋନା : ଆଉ ଏକ ପ୍ରେମ କବିତା

ମନୋଜ ରଥ                                            ଆମେ ବି ଧାଉଁଥିଲେ ସାରା ଟା ପ୍ରୁଥିବୀ ସାଂଗରେ ଯେତେବେଳେ ପବନ ମାଗୁଥିଲା ଅମ୍ଳଜାନ । ଫୁର୍ ସତ୍ ହିଁ ନ ଥିଲା ଆମ ପାଖରେ ଜହ୍ନ ପାଇଁ ଚୁଂବନ ପାଇଁ ଦଣ୍ତେ ଠିଆ ହେଇ ଦେଖିବାକୁ ପରସ୍ପର ଭିତରେ ବାହାରେ ଆସିଥିବା…

କବିତା : ଦେବୀପକ୍ଷ

ମନୋଜ ରଥ ନିଜ ଉପରେ ଗଦେଇ ହେଇଯିବା ଯାଏଁ                                                              ନିଜ ଦେହର ଖଣ୍ତ୍ ହର୍ ସମୟ ଚଳୁ କରି ଦେଇଥିବା ବୟସର ନଗ୍ନ ତାଳୁରୁ ଝୁଲୁଥାଏ ରାତି ହେଲେ ରଂଗ ବଦଳେଇ ଜଳୁ ଥାଏ ଗୋଟେ ଗୁମରର ଝୁମର୍ ! ତମେ ଯେତେବେଳେ ବଂଦ୍…

କରୋନା : ଏକ ପ୍ରେମ କବିତା

ମନୋଜ ରଥ ମୁଁ ନିଆଁ ହୁଏଁ କି ଜହ୍ନ ଏକୁଟିଆ ଜଳେଁ କେବେ ଛାତି ରେ କେବେ ରାତିରେ l ମୋର ସବୁ ସମାପ୍ତି ରେ ତମେ ପୁନଃ ଆରଂଭ ମୋର ସବୁ ଅପ୍ରାପ୍ତି ରେ ତମେ ପୁନଃ ପ୍ରାରମ୍ଭ l ଚଳ ପ୍ରଚଳ ପୃଥ୍ୱୀରୁ ଆଜି ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ ବିଚାରକ ନିଜେ ଇ ବଂଦୀ ନିଜ…