Latest Odisha News

BREAKING NEWS

Browsing Tag

Maoist Surrender

[ଦେଖନ୍ତୁ ଭିଡିଓ] ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ

କଳାହାଣ୍ଡି  : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ । କଳାହାଣ୍ଡି ଏସ୍‌ପି ଏମ୍‌ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା । ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯…

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଭବାନିପାଟଣା…

ଭୁଶୁଡୁଛି ଲାଲଗଡ଼, ସଂଗଠନ ଛାଡ଼ିଲେ ୨୪ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା…

ମାଲକାନଗିରିରେ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ୟମରେ ଓଡ଼ିଶା ପୋଲିସକୁ ସଫଳତା । ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟକରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ…