Latest Odisha News

BREAKING NEWS

Browsing Tag

Maruti Suzuki

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ…

ଆରପାରିରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ…

ଆସନ୍ତା ମାସରୁ ମହଙ୍ଗା ହେବ କାର୍

ନୂଆଦିଲ୍ଲୀ: ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଏସୟୁଭି(suv) ଏବଂ କମର୍ସିଆଲ ଯାନର ମୂଲ୍ୟ ଆସନ୍ତା ବର୍ଷ ଜାନୁୟାରୀ ଠାରୁ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା (ଏମ ଆଣ୍ଡ ଏମ) ତରଫରୁ କୁହାଯାଇଛି ଯେ, ମୂଲ୍ୟ ବୃଦ୍ଧିର କାରଣ ହେଉଛି କମୋଡିଟି ବସ୍ତୁର…

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା…