‘ଏମଡିଏଚ’ ପକ୍ଷରୁ କନ୍ଧମାଳରେ ପ୍ରତିଷ୍ଠା ହେବ ‘ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ’
ଭୁବନେଶ୍ୱର: ଦେଶର ଅଗ୍ରଣୀ ମସଲା କମ୍ପାନୀ ମହାସିଆନ ଡି ହାତୀ (ଏମଡିଏଚ) ପ୍ରାଇଭେଟ ଲିମିଟେଡ଼ ଓଡ଼ିଶାର କନ୍ଧମାଳରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାଦ୍ୱାରା ସେମାନେ ସ୍ଥାନୀୟ ମସଲା ଗୁଡିକୁ ପ୍ରୋତ୍ସାହିତ ମଧ୍ୟ କରିପାରିବେ ।…