କାହିଁକି ଅଚଳ ହୋଇପଡିଥିଲା ମାଇକ୍ରୋସଫ୍ଟ ସର୍ଭର?
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ ଆମେରିକାର ସାଇବର ସୁରକ୍ଷା ସଂସ୍ଥା କ୍ରାଉଡ୍ ଷ୍ଟ୍ରାଇକ୍ ଏକ…