Latest Odisha News

BREAKING NEWS

Browsing Tag

Migrant

ଭୁୁବନେଶ୍ୱର ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ । ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ ଇଓ୦୯୪୦ ପହଞ୍ଚିବ। ଏମାନଙ୍କ ମଧ୍ୟରେ ଅନେକ ଯାତ୍ରୀ ଶ୍ରମିକ ହୋଇଥିବା ବେଳେ ଲକଡାଉନ୍ କଟକଣା ଯୋଗୁଁ…

ୟୁଏଇରୁ ସ୍ୱତନ୍ତ୍ର ବିମାନରେ ଫେରିଲେ ୨୧୫ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ୟୁଏଇରୁ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ସ୍ୱତନ୍ତ୍ର ବିମାନ । ବିମାନରେ ୨୧୫ ଜଣ ପ୍ରବାସୀ ଓଡିଆ ଥିବା ଜଣାପଡିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯିବ । ଏହି ବିମାନ ସାରଜାହାରୁ ଆଜି ସକାଳ ୮ଟାରେ ଉଡାଣ ଭରିଥିଲା ।…

ତାମିଲନାଡୁ ତିରପୁରରୁ ପ୍ରବାସୀ ଟ୍ରେନ୍‌ରେ ଆସିଲେ ୬୯୯ ଯାତ୍ରୀ

ରାଉରକେଲା: ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ରାଉରକେଲା ଷ୍ଟେସନରେ ପହଂଚିଛି। ମୋଟ ୬୯୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲାରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ…

କ୍ୱାରେଂଟିନ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ

ଆଠଗଡ: ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ । କ୍ୱାରେଂଟିନ ସେଂଟରରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ବ୍ଲକର ବିଭିନ୍ନ କ୍ୱାରେଂଟିନ ସେଂଟରରେ ନାନା ସମସ୍ୟା ଥିବା ଅଭିଯୋଗ ହୋଇଛି । ବିଶେଷକରି ନରସିଂହପୁର କଲେଜରେ…

ଟ୍ରେନରୁ ଖସିଯାଇ ଧରାପଡ଼ିଲେ ୧୮ ଓଡ଼ିଆ ପ୍ରବାସୀ; ଅହମ୍ମଦାବାଦରୁ ଆସୁଥିଲା ଟ୍ରେନ୍

ଅନୁଗୁଳ: ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଏକ ଟ୍ରେନ ଅହମଦାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ଟ୍ରେନରୁ ପୁଣି ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ହାତରେ ଧରା ପଡିଲେ ପ୍ରବାସୀ । ସୂଚନା ଅନୁସାରେ…

ଯେତେବେଳେ ଯାହା ଇଚ୍ଛା

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଯେତେବେଳେ କେହି ବିରୋଧୀ ନ ଥାଆନ୍ତି ଓ ମହାମାରୀର ଭୟରେ କେହି କିଛି କହିବାକୁ ପ୍ରସ୍ତୁତ ନ ଥାଆନ୍ତି, ସେତେବେଳେ ଯାହା ଇଚ୍ଛା କରିହୁଏ । ଯେମିତି ବାଗରେ ଇଚ୍ଛା ନିଷ୍ପତ୍ତି ନେଇହୁଏ । ଯେମିତି ଢଙ୍ଗରେ ଲୋକଙ୍କୁ କଲବଲ…