ଉଷୁମ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ….
ହଳଦିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଆମ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ଆମେ ହଳଦି ପଟି ଲଗାଇଥାଆନ୍ତି । ଫଳରେ ଦରଜ, ବିନ୍ଧାରୁ ଉପଶମ ମିଳିଥାଏ । ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ତେବେ ଶୁଦ୍ଧ ହଳଦିରୁ ଅଧ ଚାମଚ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ…