Latest Odisha News

BREAKING NEWS

Browsing Tag

Minor

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ…

ପାଣିରେ ବୁଡି ୨ ବର୍ଷର ଶିଶୁପୁତ୍ର ମୃତ

ଦେଓଗଡ: ଦେଓଗଡର ସାମନ୍ତ୍ରାପାଲି ଗ୍ରାମରେ ରବିବାର ଦିନ ଜଣେ ୨ ବର୍ଷର ଶିଶୁ ପାଣି ହାଣ୍ଡିରେ ପଡିଯାଇ ମୃତୁବରଣ କରିଛନ୍ତି। ମୃତ ଶିଶୁଟି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ୨ ବର୍ଷୀୟ ଶିଶୁଟି ପାଖରେ ଥୀବା ପାଣି ହାଣ୍ଡି ନିକଟରେ…

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାବାଳକ ଜଣକ…

ଛତ୍ରପୁରରେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଛତ୍ରପୁର ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମ ନିକଟରେ ରବିବାର ଦିନ ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।…