Latest Odisha News
Browsing Tag

Mirzapur

ମିର୍ଜାପୁର-୩କୁ ଫେରିବ ବିବାଦୀୟ ଚରିତ୍ର ମୁନ୍ନା ତ୍ରିପାଠୀ !

ମୁମ୍ବାଇ: ଯୋଜନା ମୁତାବକ ସୁପରହିଟ୍ ହୋଇଛି ୱେବ୍ ସିରିଜ୍ ମିର୍ଜାପୁରର ଦୁଇଟି ସିଜିନ୍ । ପ୍ରଥମ ସିଜିନ୍‌ରେ ସରିଥିଲା ବିକ୍ରାନ୍ତ ମେସିଙ୍କ ଯାତ୍ରା । ସେହିଭଳି ଦ୍ୱିତୀୟ ସିଜିନରେ ମୁନ୍ନା ଓରଫ ଦିବ୍ୟେନ୍ତୁ ଶର୍ମାଙ୍କ ଚରିତ୍ରର ବି ମୃତ୍ୟୁ ଘଟିଥିଲା । ତେବେ ଲୋକଙ୍କ ଡିମାଣ୍ଡରେ…

ରିଲିଜ୍ ଅପେକ୍ଷାରେ ରକ୍ତ ରଂଜିତ ମିର୍ଜାପୁର ସିଜିନ୍‌-୨ !

ମୁମ୍ବାଇ: ମିର୍ଜାପୁର ୱେବ୍ ସିରିଜର ଫ୍ୟାନମାନଙ୍କ ପାଇଁ ଖୁସୀ ଖବର । ରିଲିଜ୍ ହେଲା ସିଜିନ୍‌-୨ର ଟ୍ରେଲର । ଏହି ବହୁ ପ୍ରତୀକ୍ଷିତ ୱେବ ସିରିଜକୁ ନେଇ ଦର୍ଶକ କାହିଁ କେବେଠୁ ଚାହିଁ ବସିଥିଲେ । ଶେଷରେ ଚଳିତମାସ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଏହା ଦର୍ଶକଙ୍କୁ ସାମ୍ନାକୁ ଆସିବ…