Latest Odisha News

BREAKING NEWS

Browsing Tag

Mission Shakti

ଏବେ ଅଙ୍ଗନବାଡି କେନ୍ଦ୍ରରେ ପିଲା ଖାଇବେ ଚୂନା ମାଛ

ଭୁବନେଶ୍ୱର: ଏଣିକି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ । ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଯୋଜନା ଆରମ୍ଭ କରାଯିବ। ଏହି ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର…

ମନ ମୋହୁଛି ମିଶନ ଶକ୍ତିର ଘାସ ଓ ଧାନର ରାକ୍ଷୀ

ଭୁବନେଶ୍ୱର: ଅଗଷ୍ଟ ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ସଂସ୍କୃତି ଓ ପରମ୍ପରାର ଏହି ପର୍ବ କିନ୍ତୁ ଏଥର କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ବଜାରରେ ମଧ୍ୟ ଏଥର ଭଳିକି ଭଳି ରାକ୍ଷୀର ଆସର ଜମିନାହିଁ । ତେବେ ମନ ମୋହୁଛି ମିଶନ ଶକ୍ତିର ଦେଶୀ ରାକ୍ଷୀ । ସବାଇ ଘାସ, ଧାନ, ଚାଉଳ, ମୁଗ,…

ମିଶନ ଶକ୍ତିର ପ୍ରତ୍ୟେକ ମାଆ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତିର ପ୍ରତ୍ୟେକ ମାଆ ଜଣେ ଜଣେ କରୋନା ଯୋଦ୍ଧା । ରାଜ୍ୟର ଗ୍ରାମାଂଚଳରେ ନିଜ ଜୀବନକୁ ସେମାନେ ବାଜି ଲଗାଇ କରୋନା ସହ ଲଢ଼ୁଛନ୍ତି । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା’ ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ…

ମିଶନ ଶକ୍ତିର ମା’ ମାନଙ୍କୁ ପ୍ରତି ମିଲ୍ ପିଛା ମିଳିବ ୨ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି କଠିନ ପରିସ୍ଥିତିରେ ମିଶନ ଶକ୍ତିର ମା’ମାନେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ସେମାନେ ସାରା ରାଜ୍ୟରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେମାନେ…