Latest Odisha News

BREAKING NEWS

Browsing Tag

Moderna

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍…

କର୍କଟ ରୋଗୀଙ୍କ ପାଇଁ ପ୍ରଭାବଶାଳୀ କୋଭିଶିଲ୍ଡ, ମଡର୍ନା, ଫାଇଜର!

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପରି କର୍କଟ ରୋଗୀଙ୍କ ପାଇଁ ମଧ୍ୟ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର କୋଭିଡ-୧୯ ଟିକାର ଉପଯୁକ୍ତ ପ୍ରତିରକ୍ଷା ପ୍ରତିରୋଧକ ପ୍ରତିକ୍ରିୟା ରହିଛି…

ଫାଇଜରଠୁ ଅଧିକ ପ୍ରଭାବଶାଳୀ ମଡର୍ନା ଟିକା!

ନୂଆଦିଲ୍ଲୀ: ମଡର୍ନା କୋଭିଡ ଟିକା ଫାଇଜର-ବାୟୋଏନ୍‌ଟେକ୍‌ କରୋନା ଟିକାଠାରୁ ଦୁଇଗୁଣ ଆଣ୍ଟିବଡି ଉତ୍ପାଦନ କରିଥାଏ। ଟିକାକରଣ ପରେ ଲୋକଙ୍କଠାରେ ତିଆରି ଆଣ୍ଟିବଡି ଉପରେ କରାଯାଇଥିବା ନୂତନ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ବେଲଜିୟମର ଏକ ହସ୍ପିଟାଲ୍‌ରେ ୨୫୦୦ ଲୋକଙ୍କ ଉପରେ କରାଯାଇଥିବା…

୧୨ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କଲା ମଡର୍ଣ୍ଣା

ନ୍ୟୁୟର୍କ: ୬ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି ମଡର୍ଣ୍ଣା । ପ୍ରଥମ ଫାର୍ମା କମ୍ପାନୀ ଭାବେ ଆମେରିକାରେ ମଡର୍ଣ୍ଣା ଛୁଆଙ୍କ ଉପରେ କୋଭିଡ୍ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛି । ଆମେରିକା ସହ କାନାଡ଼ାରେ ମଧ୍ୟ ମଡର୍ଣ୍ଣା ୬ ହଜାର ୭୫୦ ସୁସ୍ଥ…