Latest Odisha News

BREAKING NEWS

Browsing Tag

Mohana

ଲଲିପପ୍ ଖାଇ ୮ ବର୍ଷର ବାଳକ ମୃତ, ଥାନାରେ ଦୋକାନୀ ଅଟକ

ପାରଳାଖେମୁଣ୍ଡି: ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଚକଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଆଉ ଛୋଟ ଛୁଆଙ୍କୁ ଲଲିପପ୍ ଧରାଇ ଦେଲେ ସେମାନଙ୍କ ଖୁସି କହିଲେ ନସରେ । କିନ୍ତୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଲଲିପପ୍ ଖାଇ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା…

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା…

ଆର.ଉଦୟଗିରିରେ ଓଲଟିଲା ବରଯାତ୍ରୀ ମିନିଟ୍ରକ୍

ମୋହନା: ଗଜପତି ଆର.ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ମିନିଟ୍ରକ୍ । ଏଥିରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ସଠିକ୍ ଭାବେ ଜଣାପଡିପାରିନାହିଁ । ବର୍ରଯାତ୍ରୀଙ୍କୁ ନେଇ…