ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍
ଭୁବନେଶ୍ୱର: ଉପରୋକ୍ତ ହେଡ୍ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…