ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ ନିମନ୍ତେ ଓସିଏଫ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଏମ୍ଓୟୁ…
ଭୁବନେଶ୍ୱର: ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ଏହି କ୍ଷେତ୍ରରେ ଉଦ୍ୟୋଗିତା ପରିସର ପ୍ରସାର କରିବା ସହିତ ଯୁବ ଉଦ୍ୟୋଗୀମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଆଜି ଏକ…