Latest Odisha News

BREAKING NEWS

Browsing Tag

mount everest

ବଢି ବଢି ଚାଲିଛି ଏଭରେଷ୍ଟର ଉଚ୍ଚତା

ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶିଖରର ମାନ୍ୟତା ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଏଭରେଷ୍ଟ ପର୍ବତର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମାଉଣ୍ଟ ଏଭରେଷ୍ଟର ଲମ୍ବ ୮.୮୪ରୁ ୮.୮୫ କିଲୋମିଟରକୁ ବୃଦ୍ଧି ପାଇଛି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…

ମାଉଣ୍ଟ ଏଭରେଷ୍ଟ ଚଢୁଥିଲେ, ବସିଥିବା ଅବସ୍ଥାରେ ଉଡ଼ିଗଲା ପ୍ରାଣବାୟୁ

କାଠମାଣ୍ଡୁ: ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ବେଳେ ଚଳିତ ଋତୁରେ ପ୍ରଥମ ମୃତ୍ୟୁ ଘଟିଛି । ଆରୋହଣକାରୀ ଜଣକ ବସିଥିବା ଅବସ୍ଥାରେ ତାଙ୍କ ପ୍ରାଣ ଚାଲିଯାଇଛି । ମୂଳ କ୍ୟାମ୍ପରୁ କ୍ୟାମ୍ପ-୧ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନେପାଲ ସୋଲୁଖୁମ୍ବୁର…

ମାଉଣ୍ଟ ଏଭରେଷ୍ଟରେ ୨ ପର୍ବତାରୋହୀଙ୍କ ମୃତ୍ୟୁ

ନେପାଳ: ନେପାଳର ଏଭରେଷ୍ଟ ଅଭିଯାନ ଆୟୋଜକମାନେ ଗୁରୁବାର କହିଛନ୍ତି ଯେ ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଦୁଇଜଣ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଶୀର୍ଷରେ ପହଞ୍ଚିବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଶିଖରରେ ପହଞ୍ଚିବା ପରେ ସେମାନେ ଥକି…

ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଲା କରୋନା; ମାଉଣ୍ଟ ଏଭରେଷ୍ଟରେ ପ୍ରଥମ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଛି। ମାଉଣ୍ଟ ଏଭରେଷ୍ଟରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନରୱେର ଜଣେ ପର୍ବତାରୋହୀ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାଭାଇରସ୍ ଦୁନିଆର ସର୍ବୋଚ୍ଚ ପର୍ବତକୁ ସ୍ପର୍ଶ କରିଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ…