ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଭାରତରେ ସର୍ବ ପ୍ରଥମ ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା।
ଯେଉଁ ଉଦ୍ଦେଶ୍ୟରେ…