Latest Odisha News

BREAKING NEWS

Browsing Tag

Music Director

ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ରଚୟିତା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଛି। ନାଗପୁରରେ ଥିବା ତାଙ୍କ ବାସଭବନରେ ହୃଦଘାତ ହେତୁ ଶନିବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ମୃତ୍ୟୁ ଖବର ନେଇ ତାଙ୍କ ପରିବାର ପକ୍ଷରୁ…

ନ୍ୟୁୟର୍କରେ ଶୁଭିବ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସଙ୍ଗୀତ

ବଲାଙ୍ଗୀର : ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲାଙ୍ଗୀର ମାଟିର ପୁଅ ପ୍ରିୟବ୍ରତ ପାଣିଗ୍ରାହୀ, ଷ୍ଟାରଶେଫ ତଥା ଫିଲ୍ମ ନିର୍ଦ୍ଦେଶକ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ବାଇଣ୍ଡର ତରଫରୁ ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା 'ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକର' ସଙ୍ଗୀତ…

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ।…

କଥା ରଖିଲେ ବର୍ଷା, ରେକର୍ଡ ହେଲା ନମିତାଙ୍କ ପ୍ରଥମ ଗୀତ

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶେଷରେ କୋରାପୁଟର ସିଙ୍ଗିଙ୍ଗ ସେନ୍‌ସେସନ୍ ନମିତା ମେଲେକାଙ୍କ ପୂରଣ ହେଲା ସ୍ୱପ୍ନ । ରେକର୍ଡ ହେଲା ତାଙ୍କ ପ୍ରଥମ ଗୀତ । କୋରାପୁଟର ଆଦିବାସୀ ଝିଅ ନମିତା  ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା |…

ବଲିଉଡରେ ପ୍ରେମ ଆନନ୍ଦଙ୍କ ଏଣ୍ଟ୍ରି…

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରିରେ କମାଲ କରିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ରିଲିଜ ଅପେକ୍ଷାରେ ଥିବା ହିନ୍ଦି ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ…