ମିଆଁମାରରେ ସେନା ହାତରେ ଶାସନ: ଆଙ୍ଗ ସାନ୍ ସୁ କି ଓ ମିଆଁମାର ରାଷ୍ଟ୍ରପତି ଗିରଫ !
ନୂଆଦିଲ୍ଲୀ: ମିଆଁମାରରେ ରାଜନୈତିକ ଅସ୍ଥିରତା । ସେନା ହାତରେ ଏବେ କ୍ଷମତା । ମିଆଁମାରର ସବୁଠୁ ବଡ ନେତା ଆଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି ବିନ୍ ମିଣ୍ଟଙ୍କୁ ଅଚକ ରଖିଛି ମିଆଁମାର ସେନା । ଏହାସହ ଶାସନରେ ଥିବା ଅନ୍ୟ ବରିଷ୍ଠ ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ…