Latest Odisha News

BREAKING NEWS

Browsing Tag

Nabarangpur Collector

ଶନିବାରଠୁ ଏହି ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ନବରଙ୍ଗପୁର ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍ ରହିବ । ଆସନ୍ତାକାଲି ମଧ୍ୟାହ୍ନ   ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଘରେ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ…

ସ୍କଚ୍ ଆଓ୍ୱାର୍ଡ ପରେ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଏହି ପୁରସ୍କାର ଉତ୍ସବ କରାଯାଇଥିଲା । ଏହି ସଫଳତା ପରେ ଉଭୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…