Latest Odisha News

BREAKING NEWS

Browsing Tag

Narayan Sahu

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

କବିତା : ଡଙ୍ଗା

ନାରାୟଣ ସାହୁ  ଏଇଠି ,, ଏଇଠି ଗୋଟିଏ ଡଙ୍ଗା ଥିଲା ନା ' ତା ବାଉରୀ! ସେ ନଈରେ ପାଣି କାଟି ଜିତିପାରେ କୂଳ ସେ ପବନରେ ଆଙ୍କିପାରେ ନିଜ ସିଂହାସନ ସେ ପଥରରେ ଦେବୀ ପୂଜେ ପକ୍ଷୀ ତାର ଦିଗ ଆଉ ମାଛ ତା' ବାହାନ! ବାଉରୀ ବାଉରୀ ବୋଲି ଡାକିଦିଏ ମଦନା "ଓ" ବୋଲି ଦକ୍ଷିଣରୁ ଭାସି…