ଦେଶରେ ପୁଣି ହେବ କି ଆଉ ଏକ ଲକ୍ଡାଉନ୍?
ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ହେବ କି ଆଉ ଏକ ଲକ୍ଡାଉନ୍?
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ କହିଛନ୍ତି ଯେ ଦେଶବ୍ୟାପୀ ଲକ୍ଡାଉନ୍ର ବିକଳ୍ପ ଉପରେ ଆଲୋଚନା ହେଉଛି।
ଭି.କେ ପାଲ୍ ଜାତୀୟ କୋଭିଡ୍-୧୯ ଟାସ୍କଫୋର୍ସର ମୁଖ୍ୟ ଦାୟିତ୍ବରେ ଅଛନ୍ତି।…