ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ
ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ ।
ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ…