BMC କଟକଣା : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି
ଭୁବନେଶ୍ବର: BMC ଜାରି କଲା କଟକଣା । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହେବେ ୫୦ଜଣ । ଅତିଥିଙ୍କର ହେବ ଥର୍ମାଲ ସ୍କ୍ରିନିଂ । ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର…