କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି
ରାୟଗଡା: କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା । ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ…